ଆନା ଗୋଟେ ଟାକ୍ସି ଭିତରେ ବସିଛନ୍ତି ।
ନମସ୍କାର, ସୁପ୍ରଭାତ!
Select the missing phrase
ଆଜ୍ଞା, ମୋତେ ଏୟାର୍ପୋର୍ଟକୁ ଯିବାକୁ ହେବ, ଦୟାକରି ।
ଠିକ୍ ଅଛି ।
ଭ୍ରମଣରେ ଆସିଛନ୍ତି?
ନା ଭ୍ରମଣ ପାଇଁ ଆସିନାହିଁ ।
Tap what you hear
ମୋ ପାଖରେ ମାଦ୍ରିଦ୍ ପାଇଁ ଗୋଟିଏ ଟିକେଟ୍ ଅଛି ।
ଆଚ୍ଛା, ଦୁଇଟି ଟିକେଟ୍ ।
ମାଦ୍ରିଦ୍ ମୋର ସବୁଠାରୁ ପସନ୍ଦର ସହର! ଏହା ବହୁତ ମନୋରମ ।
ଏହା ମୋର ମଧୁଚନ୍ଦ୍ରିକା ।
ଆଚ୍ଛା, ଆପଣଙ୍କ ସ୍ୱାମୀ କେଉଁଠାରେ ଅଛନ୍ତି?
ମୋର କେହି ସ୍ୱାମୀ ନାହାଁନ୍ତି । ମୋର ଜଣେ ବହୁତ କଷ୍ଟଦାୟକ ସ୍ତ୍ରୀ ଅଛି ।
ସେ ମୋ ସହିତ ମାଦ୍ରିଦ୍କୁ ଯିବାକୁ ଚାହୁଁନାହିଁ ।
ମୁଁ ବହୁତ ଦୁଃଖରେ ଅଛି ।
ଆଚ୍ଛା, ମୁଁ ଦୁଃଖିତ ।
ଆଚ୍ଛା, ଆମେ ଏବେ ଏୟାର୍ପୋର୍ଟରେ ।
ଜଣେ ସ୍ତ୍ରୀ ଲୋକ ଏକ ସ୍ୟୁଟକେଶ ସହିତ ଟାକ୍ସି ଆଡକୁ ଦୌଡିଲେ ।
Choose the option meaning "runs." ଜଣେ ସ୍ତ୍ରୀ ଲୋକ ଏକ ସ୍ୟୁଟକେଶ ସହିତ ଟାକ୍ସି ଆଡକୁ ଦୌଡିଲେ ।
ସଲ୍ମା?
ଆନା!
ମୁଁ ବହୁତ ଦୁଃଖିତ!
ମୁଁ ତୁମକୁ ଭଲପାଏ ।
ମୁଁ ବି ତୁମକୁ ଭଲପାଏ ।
ଚାଲ, ମାଦ୍ରିଦ୍କୁ ଯିବା ।
ଆପଣଙ୍କ ମଧୁଚନ୍ଦ୍ରିକା ଆନନ୍ଦଦାୟକ ହେଉ!
Tap the pairs ମଧୁଚନ୍ଦ୍ରିକା honeymoon ଚାଲ come on ବହୁତ very ମୁଁ ତୁମକୁ ଭଲପାଏ I love you ଦୁଖରେ sad