ଡାକ୍ତର ଏଡି

ଡାକ୍ତର ଏଡି

ଏଡି ସୁପରମାର୍କେଟରେ ଅଛନ୍ତି ।
ଜଣେ ସ୍ତ୍ରୀ ଲୋକ ତାଙ୍କୁ ପଚାରିଲେ ।
Supermarket Ladyନମସ୍କାର ।
Eddyଆଜ୍ଞା, ନମସ୍କାର ।
Supermarket Ladyଆପଣ ଜଣେ ଡାକ୍ତର?
Eddyମୁଁ ଜଣେ ଡାକ୍ତର? ଓ-ହୋ…
Eddyହଁ ମୁଁ ଜଣେ ଡାକ୍ତର ।
Supermarket Ladyଏହା ଭଲ କଥା ।
ଏଡି ଜଣେ ଡାକ୍ତର ନୁହଁନ୍ତି ।
Eddyମୋ ପାଖରେ ବହୁତ ଟଙ୍କା ଅଛି ।
Eddyମୁଁ ଗୋଟେ ବିରାଟ ବଡ ଘରେ ବାସ କରେ ।
Eddyମୋ ପାଖରେ ବହୁତ ଦାମିକା ପ୍ୟାଣ୍ଟ ଅଛି ।
Supermarket Ladyଠିକ୍ ଅଛି… କିନ୍ତୁ ...
Supermarket Ladyବର୍ତ୍ତମାନ ସେ ଲୋକ ଜଣେ ଡାକ୍ତର ଆବଶ୍ୟକ କରୁଛନ୍ତି!
Supermarket Ladyସେ କ୍ଷୀର ଥାକ ପାଖରେ ଅଛନ୍ତି!
Supermarket Ladyଦୟାକରନ୍ତୁ, ସେ ଲୋକଟି ଆପଣଙ୍କ ସହାୟତା ଆବଶ୍ୟକ କରନ୍ତି!
Supermarket Ladyସେ ବହୁତ ଅସୁସ୍ଥ ଅଛନ୍ତି ।
Eddyଓଃ, ନା!
ଏଡି ଜଣେ ସ୍ତ୍ରୀ ଲୋକଙ୍କୁ ଦେଖିବା ପରେ ତାଙ୍କ ସହିତ କଥାବାର୍ତ୍ତା ହୁଅନ୍ତି ।
Eddyଆଜ୍ଞା, ଆପଣ ଜଣେ ଡାକ୍ତର?