ଶାକାହାରୀ

ଶାକାହାରୀ

ବିକ୍ରମ ଏକ ବହୁତ ସୁନ୍ଦର ରେଷ୍ଟୁରାଣ୍ଟରେ ମେନୁ ପଢୁଛନ୍ତି ।
Waiterସୁପ୍ରଭାତ!
Vikramମୋର ଗୋଟିଏ ପ୍ରଶ୍ନ ଅଛି ।
Vikramମୁଁ ଜଣେ ଶାକାହାରୀ ।
Vikramତୁମ ପାଖରେ ଶାକାହାରୀ ଖାଦ୍ୟ ଅଛି କି?
Waiterହଁ, ଆମ ପାଖରେ କେତେକ ବହୁତ ଭଲ ମାଂସ ସାଣ୍ଡୱିଚ୍ ଅଛି।
Vikramମାଂସ ସାଣ୍ଡୱିଚ୍? ମୁଁ ଜଣେ ଶାକାହାରୀ।
Waiterଓଃ, ହଁ, ମୁଁ ଦୁଃଖିତ ।
Waiterଆମ ପାଖରେ ଏକ ସ୍ୱାଦିଷ୍ଟ ଚିକେନ ଅଛି।
Vikramଚିକେନ ମାଂସ ଅଟେ ।
Vikramଏବଂ ମୁଁ ମାଂସ ଖାଏନାହିଁ!
Waiterଆମ ପାଖରେ ସାଲାଡ୍ ଅଛି…
Vikramଓଃ, ମୋତେ ସାଲାଡ୍ ପସନ୍ଦ!
Waiterଟମାଟୋ, ପନିର, ସାଲମନ୍ ସହିତ ଗୋଟିଏ ସାଲାଡ ଅଛି …
Vikramମୁଁ ସାଲମନ୍ ଖାଏନାହିଁ, ମୁଁ ଜଣେ ଶାକାହାରୀ!
Waiterଆମ ପାଖରେ ଫ୍ରାଏଜ ଅଛି…
Vikramଠିକ୍ ଅଛି, ଫ୍ରାଏଜ ।
Waiterପରଫେକ୍ଟ, ଫ୍ରାଏଜ ଏବଂ ଗୋଟିଏ ହାମବର୍ଗର ।
Vikramମୁଁ ମାଂସ ଖାଏ ନାହିଁ!