ଶୁଭ ସକାଳ

ଶୁଭ ସକାଳ

Vikramସୁପ୍ରଭାତ, ପ୍ରିତୀ!
Pritiସୁପ୍ରଭାତ, ମୋ ପ୍ରିୟ!
Pritiମୋର ଚାବି କେଉଁଠାରେ ଅଛି?
Vikramତୁମ ଚାବି?
Pritiହଁ, ମୋତେ କାମ ପାଇଁ ଯିବାକୁ ହେବ ।
Pritiମୋତେ ମୋ କାର‍୍‍ର ଚାବି ଦରକାର!
Vikramହାଃ, ହାଃ, ପ୍ରୀତି ତୁମର ଚାବିଗୁଡିକ ଏହି ଟେବୁଲ୍ ଉପରେ ଅଛି ।
Pritiକ୍ଷମା ଚାହୁଁଛି ମୋ ପ୍ରିୟ, ମୁଁ ବେଶି କାମ କରୁଥିବାରୁ, ମୁଁ କ୍ଳାନ୍ତ!
Vikramକଫି ଚାହୁଁଛ କି?
Pritiହଁ, ଦୟାକରି!
Vikramଏଇଠି ଅଛି ମୋ ପ୍ରିୟ !
Pritiଚିନି କେଉଁଠାରେ ଅଛି? ଓଃ, ଏଠାରେ ଅଛି ।
ସେ ତାଙ୍କ କଫି ପିଇଲେ ।
Pritiଓଃ, ନା!
Vikramକ’ଣ?
Pritiଏହା ଲୁଣ!
Vikramପ୍ରିତୀ, ତୁମେ ବହୁତ ଥକି ଯାଇଛ!
Pritiହଁ, ମୋତେ ଆହୁରି ଅଧିକା କଫି ଦରକାର… ଚିନି ସହିତ, ଲୁଣ ସହିତ ନୁହେଁ!