ଏକ ଡେଟ୍

ଏକ ଡେଟ୍

ବି ଏକ ରେଷ୍ଟୁେରାଣ୍ଟରେ ଏକ ଡେଟରେ ଅଛନ୍ତି ।
Beaନମସ୍କାର! ଆପଣ କେମିତି ଅଛନ୍ତି?
Danielଭଲ ଅଛି!
Danielତୁମେ କ’ଣ ଖାଇବାକୁ ଚାହିଁବ?
Beaଗୋଟିଏ ସାଲାଡ୍ ।
Beaଆଜି ପାଇଁ ମୁଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଖେଳ ରଖିଛି ।
Danielଆଚ୍ଛା, ତୁମକୁ ଏ ଖେଳ ପସନ୍ଦ ହେଲା କି?
Beaହଁ, ମୁଁ ଫୁଟବଲ୍ ଖେଳେ ।
Danielମୁଁ ମଧ୍ୟ!
Beaବଢିଆ!
Beaତୁମେ କେଉଁଠାରୁ ଆସିଛ?
Danielମୁଁ ଆମେରିକୀୟ ।
Danielମୋ ବାପା କ୍ୟୁବାରୁ ଏବଂ ମୋ ମାଆ ମେକ୍ସିକୋରୁ ।
Beaମୋତେ କ୍ୟୁବା ଭଲ ଲାଗେ!
Danielକ୍ୟୁବା ବହୁତ ସୁନ୍ଦର ଅଟେ ।
Beaତୁମେ ପୋଷା ପ୍ରାଣୀ ରଖିଛ କି?
Danielମୁଁ ଦୁଇଟା ବିଲେଇ ଆଉ ଗୋଟିଏ କୁକୁର ରଖିଛି ।
Beaମୋର ମଧ୍ୟ ଏକ କୁକୁର ଅଛି, ଜୋଶ୍ ।
Danielଆଚ୍ଛା, ମୋର ନାମ ଡାନିଏଲ ।
Danielତୁମେ, ଗାବ୍ରିଏଲା ନୁହଁ କି?
Beaନା ।
Beaମୋର ନାମ ବି!
ଜଣେ ସ୍ତ୍ରୀ ଲୋକ ଡାନିଏଲଙ୍କ ପାଖକୁ ଚାଲିକି ଆସିଲେ ।
Gabrielaନମସ୍କାର, ଆପଣ ଡାନିଏଲ କି, ମୁଁ ଗାବ୍ରିଏଲା ।
Danielନା, ମୁଁ ଦୁଃଖିତ, ମୁଁ ଜୋଶ୍ ।